ମୁମ୍ବଇ : ଆଜି ଅଭିନେତ୍ରୀ କଙ୍ଗନା ରଣାୱତ ମୁମ୍ବାଇ ଆସୁଛନ୍ତି । ଏଥି ସହ ସେ କହିଥିଲେକି ସେ ୯ ସେପ୍ଟେମ୍ବରରେ ମୁମ୍ବାଇ ଆସୁଛନ୍ତି । କଙ୍ଗନା ଦେଇଥିବା ବୟାନ ପାଇଁ ମହରାଷ୍ଟ୍ର ସରକାରଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଛି । ମୁମ୍ବଇ ଆସିବା ପୂର୍ବରୁ କଙ୍ଗନାଙ୍କର କରୋନା ଟେଷ୍ଟ କରଯାଇଥିଲା । ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବାର ଜଣାପଡିଛି ।
74