ଭୁବନେଶ୍ବର: ଟିଟିଲାଗଡରେ ବୀରହନୁମାନ ବ୍ୟାୟାମଶାଳା ପକ୍ଷରୁ ତୃତୀୟ ରାଜ୍ୟ ସ୍ତରୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧାର ସମୀର ବିଶ୍ବାଳ ‘ଷ୍ଟ୍ରଙ୍ଗମ୍ୟାନ ଅଫ୍ ଓଡ଼ିଶା’ ଏବଂ ସମ୍ବଲପୁରର ଉର୍ମିଳା ବେହେରା ‘ଷ୍ଟ୍ରଙ୍ଗ ଓମ୍ୟାନ୍ ଅଫ୍ ଓଡ଼ିଶା’ ବିବେଚିତ ହୋଇଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି।
139