Skip to content
Tuesday, May 27, 2025
Responsive Menu
Bichitra Odisha
Bichitra Odisha
Home
ରାଜ୍ୟ
ଜିଲ୍ଲା
ମନୋରଞ୍ଜନ
ରାଜନୀତି
ଅପରାଧ
ବାଣିଜ୍ୟ
ଖେଳ
ବିଶେଷ
କଳା ଓ ସଂସ୍କୃତି
Home
କାରଗିଲରେ ୪.୪ ତିବ୍ରତା ର ଭୂକମ୍ପ ଝଟକା
ଦେଶ-ବିଦେଶ
87
କାରଗିଲରେ ୪.୪ ତିବ୍ରତା ର ଭୂକମ୍ପ ଝଟକା
September 8, 2020
By
ଜମ୍ମୁ
: ଲଦାଖସ୍ଥିତ କାରଗିଲରେ ମଙ୍ଗଳବାର ଭୂକମ୍ପ ଝଟକା ଅନୁଭବ ହୋଇଥିବା ଜଣାପଡ଼ିଛି। ଆଜି ସକାଳ ୫ଟା୪୫ରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୪ ରେକର୍ଡ଼ କରାଯାଇଛି। ଏହି ଭୂକମ୍ପରେ କୌଣସି ଧନଜୀବନ ହାନି ହୋଇନଥିବା ସୂଚନା ମିଳିଛି।
Spread the love
Post navigation
ବର୍ଷା ପ୍ରିୟଦର୍ଶନୀଙ୍କୁ ମିଳିଲା ପୋଲିସ ସୁରକ୍ଷା
୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ହେଲେ ୭୫,୮୦୯ କରୋନା ଆକ୍ରାନ୍ତ