80

ହାଇକୋର୍ଟରେ ଦ୍ବାରସ୍ଥ ହେଲେ ଆଦିତ୍ୟଙ୍କ ପରିବାର

ଭୁବନେଶ୍ବର୨୮/୮: ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ‌ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଆଦିତ୍ୟଙ୍କ ପରିବାର । ଏ ନେଇ ହାଇକୋର୍ଟରେ ପିଟିସନ ଦାଖଲ କକରିଛନ୍ତି । ଗତକାଲି ଲାଏ ଡିଟେକ୍ସନ ଟେଷ୍ଟରେ ବିଦ୍ୟାଶ୍ରୀଙ୍କୁ ୫ ଘଣ୍ଟା ଜେରା କରିଥିଲା କ୍ରାଇମ ବ୍ରାଞ୍ଚ । କିଛିଦିନ ତଳେ ଆଦିତ୍ୟଙ୍କ ବାପା-ମାଆ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଥିଲେ। ଆମକୁ ନ୍ୟାୟ ଦରକାର ବୋଲି ସେହି ଭିଡିଓରେ ସେମାନେ କହିଥିଲେ ।

Spread the love