89

କରୋନା ମହାମାରୀ ବିଶ୍ୱର ଜୀବନଧାରାକୁ ବଦଳାଇ ଦେଇଛି

ନୂଆଦିଲ୍ଲୀ,୧୪ /୮:  ସ୍ୱାଧୀନତା ପୂର୍ବରୁ ଅବ୍ୟବହିତ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି ଯେ, ‘ଅଗଷ୍ଟ ୧୫ ଆମ ଭିତରେ ଉତ୍ସାହ ଓ ଦେଶପ୍ରେମ ଭରିଦିଏ । ସ୍ୱାଧୀନ ଦେଶର ନାଗରିକ ଭାବେ ଯୁବପିଢି ଗର୍ବିତ ହେବା ଉଚିତ । ମହାତ୍ମା ଗାନ୍ଧୀ ଆରମ ସ୍ୱାଧରନତା ଆନ୍ଦୋଳନର ମାର୍ଗଦର୍ଶକ ଥିଲେ । ଗାନ୍ଧୀଜୀଙ୍କ ଭଳି ନେତା ଓ ସ୍ୱଚ୍ଛ କେବଳ ଭାରତରେ ହିଁ ସମ୍ଭବ । କରୋନା ମହାମାରୀ ବିଶ୍ୱର ଜୀବନଧାରାକୁ ବଦଳାଇ ଦେଇଛି । ମହାମାରୀ ସମୟରେ ଗରିବ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ।   ପଡୋଶୀ ଦେଶ ବିସ୍ତାରବାଦ ନୀତି ଆପଣାଇଛନ୍ତି । ଡାକ୍ତର, ନର୍ସ ଓ ସ୍ୱାସ୍ଥକର୍ମୀଙ୍କ ନିକଟରେ ଦେଶ ଋଣୀ । ଗଲୱାନ ଉପତ୍ୟକାର ସହିଦ ମାନଙ୍କୁ ସାରାଦେଶ ସମ୍ମାନ ଜଣାଉଛି ।’  ଆମ ଦେଶର କିଛି ମହାନାୟକ ମହାମରୀରେ ପ୍ରାଣବଳି ଦେଇଛନ୍ତି ।

Spread the love